ଛାନିଆଁ କରିବା
(ଛାନିଆଁ ଲଗାଇବା—ଅନ୍ୟରୂପ)
(ମନରେ) ହଠାତ୍ ଭୟଜନିତ ଚାଞ୍ଚଲ୍ୟ ଉପସ୍ଥିତ ହେବା; ଚମକ — Sudden fright.