Jump to content

ଛାନ୍ଦ

ଉଇକିଅଭିଧାନ‌ରୁ

ଛାନ୍ଦ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛନ୍ଦଃ)

[ସମ୍ପାଦନା]
୧. ପଦ୍ୟର ରାଗିଣୀ — ୧. Metre of a poem.
୨. ଗୀତର ରାଗ —୨. Musical air.
୩. ଏକ ରାଗିଣୀରେ ବନ୍ଧାଯାଇଥିବା ପଦ୍ୟ ବା ଗୀତ — ୩. Poem composed in a particular metrc.