Jump to content

ଛାନ୍ଦସ

ଉଇକିଅଭିଧାନ‌ରୁ

ଛାନ୍ଦସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଛନ୍ଦସ୍= ବେଦ+ଅଧ୍ୟୟନାର୍ଥେ. ଅ)

[ସମ୍ପାଦନା]
୧. ବେଦାଧ୍ୟାୟୀ ଛାତ୍ର —୧. A student learning the Bedas.
୨. ବେଦାଧ୍ୟାପକ ୨. A teacher of the Bedas.
୩. ବେଦବ୍ୟାଖ୍ୟାନଯୁକ୍ତ ଗ୍ରନ୍ଥ — ୩. A commentary on the Bedas.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ବୈଦିକ; ବେଦ ସମ୍ୱନ୍ଧୀୟ —୧. Relating to the Bedas; Vedic.

ଛାନ୍ଦସ ବିଧିର ଅନୁଷ୍ଠାନ ଚାରୁ—ରାଧାନାଥ. ଦରବାର

୨. ମୂର୍ଖ (ହି ଶବ୍ଦସାଗର) —୨. Illiterate.


୩. ବେଦଜ୍ଞ (ହି, ଶବ୍ଦସଗାର) — ୩. Versed in the Vedas.
୪. ଛନ୍ଦଃ ସମ୍ୱନ୍ଧୀୟ —୪. Relating to metre; metrical.
୫. ବେଦୋକ୍ତ; ବେଦରେ ବର୍ଣ୍ଣିତ — ୫. Described the Bedes.