ଛାପଚିକଣ
ଦେଖଣା
ଛାପଚିକଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛାପଚିକଣ
|
ଛାପଚିକଣା, ଛାପଚିକଣିଆ, ଛାପଚିକିଣିଆଁଅନ୍ୟରୂପ
ଦେଶଜ - ବିଶେଷଣ - (ସଂସ୍କୃତ - ଛବି ଓ ଚିକ୍କଣ)
[ସମ୍ପାଦନା]- ୧. ନାନା ବର୍ଣ୍ଣରେ ଚିତ୍ରିତ; ଚିତ୍ରବିଚିତ୍ର; ସବଳ ଓ ପରିଶଷ୍କୃତ ପରିଚ୍ଛନ୍ନ; ଛାପଛାପିକା; ଛଉକା — ୧. Variegated; mottled.
- ୨. ମନୋହର; ଛବିଳ — ୨. Beautifully; coloured.
- ୩. ଛାଇଳା —୩. Dandy; fophish.
- ୪. ଧୋବଧାଉଳିଆ; ଭଦ୍ର ପରିଚ୍ଛଦଧାରୀ — ୪. Wearing gentleman's dress.