ଛାପା ମାରିବା
ଦେଖଣା
ଛାପା ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛାପା ମାରିବା
|
(ଛାପାଦେବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ମୋହରଦ୍ୱାରା ମୁଦ୍ରିତ କରିବା; ଛାପିବା — ୧. To set a stamp or dye on.
- ୨. ଦାଗ ଦେବା —୨. To mark.
- ୩. (ଲକ୍ଷଣାର୍ଥ) ଦୋଷାରୋପ କରିବା; କଳଙ୍କଯୁକ୍ତ କରିବା —୩. (figurative) To stain one's character.
ଛାପା ମାରିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ମୋହର ମାରିବା; ୨ ମାର୍କା ମାରିବା; ୩ ଛବି ମାରିବା