Jump to content

ଛାପ୍

ଉଇକିଅଭିଧାନ‌ରୁ

ଛାପ୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ମୁସଲମାନ ବ୍ୟବହୃତ)

[ସମ୍ପାଦନା]

ବିବାହ ଉପଲକ୍ଷରେ କନ୍ୟା ପକ୍ଷରୁ ବରକୁ ଉପହାର ଦିଆଯିବା ରିମାଲର ଚାରି କୋଣରେ ଗଣ୍ଠିପଡ଼ି ବନ୍ଧାଯାଇଥିବା ସୁନା ବା ରୂପାର ଚାରିଗୋଟି ମୁଦିଆ —Four rings tied to the four corners of a handkerchief present to the bride-groom by the brides party on the occasion of a marriage before the marriage ceremony is formally solemnised amongst the Mahomedans.