ଛାପ୍ୱା
ବୋଳିବା; ମଡ଼ାଇବା; ଲେପିବା —To smear over; to daub.
(ଯଥା—କଟା ଘାରେ ବେଶର ଛାପ୍ୱା—ସମ୍ୱଲପୁରୀ ଢଗ=କଟା ଘାରେ ବେଶର ମଡ଼ାଇବା)