Jump to content

ଛାପ ମାରିବା

ଉଇକିଅଭିଧାନ‌ରୁ

ଛାପ ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ମୋହର ମରିବା
୨. କୌଣସି ବସ୍ତୁ ଉପରେ ଭେଦସୂଚକ ଦେବା
୩. (ବଥ ଆଦିରେ) ପାଟିର ଛେପ ଲଗାଇବା; ୪ ଦେହରେ ଚନ୍ଦନାଦି ବା ଦ୍ୱରକା ଛାପାଦ୍ୱାରା ସାମ୍ପ୍ରଦାୟିକ ଚିହ୍ନ ମୁଦ୍ରିକା କରିବା