Jump to content

ଛାମୁଆଁ

ଉଇକିଅଭିଧାନ‌ରୁ

ଛାମୁଆଁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ସମ୍ମୁଖସ୍ଥ — ୧. Frontal.
୨. ସମ୍ମୁଖ ବା ସନ୍ନିଧରେ ଥିବା; ଛାମୁରେ ସର୍ବଦା ଉପସ୍ଥିତ ଥିବା; ସର୍ବଦା ଛାମୁଙ୍କ ଗହଣରେ ଥିବା —୨. Living or always present near His Majesty.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ରାଜାଙ୍କ ପାର୍ଶ୍ୱଚର ଭୃତ୍ୟ; . ଛାମୁଙ୍କ ଖାସ୍ ସେବାକାରୀ ଚାକର — ୧. Personal servant of a Rājā.

ଆସନ୍ତି ପୂଜକଦଳ ଜଳ୍ପି ନାନାମତେ ପ୍ରବୀଣ ଛାମୁଆ ପଶେ ... ... ରାଧାନାଥ ମହାଯାତ୍ରା

୨. ରାଜାଙ୍କ ପାଖରେ ରହିବା ମୋସାହେବ — ୨. A hanger-on on a king.

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ରାଜାଙ୍କ ଶ୍ରୀଅଙ୍ଗଲଗା ଦାସୀ; ରାଜାଙ୍କ ଅବିବାହିତା ରକ୍ଷିତା ଦାସୀ; ଯେ ସର୍ବଦା ରାଜାଙ୍କ ଅଙ୍ଗେ ସେବା କରେ —୧. Personal maid servant or concubine of a Rāiā.