Jump to content

ଛାମୁକରଣ

ଉଇକିଅଭିଧାନ‌ରୁ

ଛାମୁକରଣ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ରାଜା ବା ବଡ଼ଲୋକଙ୍କ ନିକଟରେ ସର୍ବଦା ଉପସ୍ଥିତ ଥିବା ଘରୋଇ ହିସାବପତ୍ର ରଖିବା କର୍ମଚାରୀ; ହଜୁର ବିଷୋଇ — ୧. A personal accounts clerk.

୨. ରାଜ ବା ବଡ଼ଲୋକଙ୍କ ନିକଟରେ ଯେ କାଗଜ ପେସ୍ କରନ୍ତି; ପେସ୍କାର —୨. A peskar; a clerk who puts up paper befor a Rājā or rich-man.