Jump to content

ଛାମୁଚିଟାଉ

ଉଇକିଅଭିଧାନ‌ରୁ

ଛାମୁଚିଟାଉ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ରାଜାଙ୍କ ଆଦେଶପତ୍ର; ଯେଉଁ ଆଦେଶପତ୍ର ସ୍ୱୟଂ ରାଜଙ୍କ ଶ୍ରୀହସ୍ତାଙ୍କିତ ହୋଇ ପଠାଯାଏ — ୧. A letter emanating from the kings royal presence.


୨. ସନନ୍ଦ —୨. Charter.