Jump to content

ଛାମୁଡ଼ିଆ

ଉଇକିଅଭିଧାନ‌ରୁ

ଛାମୁଡ଼ିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଛାମୁଣ୍ଡା, ଛାମୁଣ୍ଡ, ଛାମୁଣ୍ଡିଆଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛାୟାମଣ୍ଡପ)

[ସମ୍ପାଦନା]
୧. ବିବାହାଦି ଉତ୍ସବ ନିମନ୍ତେ କରାଯାଇଥିବା ଡାଳପତ୍ରାଦି ରଚିତ ଛାୟାଯୁକ୍ତ ଅସ୍ଥାୟୀ ମଣ୍ଡପ — ୧. A temporrary awning or shade made of branches and twigs put on a frame-work of bamboos; built on ceremonial occasions.

[ ଦ୍ର—ଏହା ତଳେ ବିବାହ ବାଦୀ ହୁଏ ଏବଂ ଜାତିଭାଇମାନେ ବସି ଭୋଜନ କରନ୍ତି]

ବିତିତ୍ର ବାଲି ବେଦି ନୁଆରବୀ - ମାଧବୀକୁଞ୍ଜ ଛାମୁଡ଼ିଆ— ଭୂପତି. ପ୍ରେମପଞ୍ଜାମୃତ

୨. ଜାତିଚ୍ୟୁତ ବା ପ୍ରାୟଶ୍ଚିତ୍ତୀ ହାଟୁଆ ଜାତିର ବ୍ୟକ୍ତି ଜାତିଭାଇଙ୍କୁ ଯେଉଁ ଛାୟାମଣ୍ଡଳ ତଳେ ଖୁଆଏ — ୨. A temporary shed raised by a person for feeding his caste men on occasion of expiation.