Jump to content

ଛାମୁଣ୍ଡିଆ କରିବା

ଉଇକିଅଭିଧାନ‌ରୁ

ଛାମୁଣ୍ଡିଆ କରିବା

ଉଚ୍ଚାରଣ

[ସମ୍ପାଦନା]

(ଛାମୁଣ୍ଡିଆ ବନ୍ଧିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଛାୟାମଣ୍ଡପ ନିର୍ମାଣ କରାଇବା — ୧. To raise a temporary shed for ceremonial occasions.
୨. ହାଟୁଆସମାଜର ପତିତ ବ୍ୟକ୍ତି ଜାତିରେ ପୁନର୍ଗୃହୀତ ହେବା ନିମନ୍ତେ ପ୍ରାୟଶ୍ଚିତ୍ତ କରି ଜାତିଭାଇଙ୍କୁ ଖୁଆଇବା — ୨. To perform expiation and feed the cast-men in order to be admitted into the folds of one's society; (said of a person of the Hāttod;uā society excomunicated from society).

[ ଦ୍ର—ହାଟୁଆ ଜାତି ମଧ୍ୟରେ କେହି ଜାତିଚ୍ୟୁତ ହେଲେ ସେ ଜାତିରେ ପୁନର୍ବାର ଗୃହୀତ ହେବା ନିମନ୍ତେ ପ୍ରାୟଶ୍ଚିତ୍ତ କରି ଜାତିଭାଇଙ୍କୁ ଖୁଆଇବା ନିମନ୍ତେ ଛାମୁଣ୍ଡିଆ କରେ]