ଛାମୁଦାନ୍ତ
ଦେଖଣା
ଛାମୁଦାନ୍ତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛାମୁଦାନ୍ତ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସମ୍ମୁଖ+ଦାନ୍ତ)
[ସମ୍ପାଦନା]ପାଟିର ସମ୍ମୁଖରେ ଥିବା ଦାନ୍ତ; ଆଗଦାନ୍ତ — Front tooth; incisor (teeth)
ଚମ୍ପାର ଛାମୁଦାନ୍ତ ଦୁଇଗୋଟି ବାହାଡ଼ା ହୋଇ x x x ପର୍ବତଶୃଙ୍ଗ ପରି ଟେକି ରହିଥିବାରୁ ସେ ଶିଖରିଦଶନା— ଫକୀରମୋହନ, ଛମାଣଆଠଗୁଣ୍ଠ