Jump to content

ଛାମୁଦାନ୍ତୁରା

ଉଇକିଅଭିଧାନ‌ରୁ

ଛାମୁଦାନ୍ତୁରା

ଉଚ୍ଚାରଣ

[ସମ୍ପାଦନା]
(ଛାମୁଦାନ୍ତୁରୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଯେଉଁ ବ୍ୟକ୍ତିର ଛାମୁଦାନ୍ତମାନ ବଡ଼ ବଡ଼ ହୋଇ ଆଗକୁ ଫୁଟି ଦିଶୁଥାଏ —(a person) Having the front teeth projecting beyond the lips.