Jump to content

ଛାରଖାର

ଉଇକିଅଭିଧାନ‌ରୁ

ଛାରଖାର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଫ. କ୍ଷାରରୁ ଛାର ଓ କ୍ଷାରରୁ ଖାର)

[ସମ୍ପାଦନା]
୧. ସର୍ବନାଶ; ଧ୍ୱଂସ — Ruin; rack and ruin; devastation.

ବିଶେଷଣ -

[ସମ୍ପାଦନା]
୧. ଉଚ୍ଛନ୍ନ; ଉତ୍ସନ୍ନ; ଉଚ୍ଛିନ୍ନ; ବିନଷ୍ଟ, ଧ୍ୱଂସପ୍ରାପ୍ତ; ନାରଖାର —୧. Ruined; laid waste; devastated.
୨. ଇତସ୍ତତ; ବିକ୍ଷିପ୍ତ —୨. Scattered about.
୩. ଭସ୍ମୀଭୂତ; ଭସ୍ମସାତ୍ — ୩. Reduced to ashes.