ଛାର୍ରୀ
ଦେଖଣା
ଛାର୍ରୀ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଛୋରଣ=ପରିତ୍ୟାଗ)
[ସମ୍ପାଦନା]- ୧. ସ୍ୱାମୀଙ୍କର ସ୍ତ୍ରୀ ପରିତ୍ୟାଗ; ବିବାହବନ୍ଧନର ଛେଦନ ଲୋକ —୧. Divorce.
- ୨. ଅନଭ୍ୟାସ —୨. Want of practice.
ବିଶେଷଣ -
[ସମ୍ପାଦନା]- ୧. ଅଭ୍ୟାସ ନ କରିବା ଯୋଗୁଁ ପରିତ୍ୟକ୍ତ (କର୍ମ) — ୧. (a thing) Of which the habit has been given up.
- ୨. ଅନଭ୍ୟସ୍ତ —୨. Unpractice; not habituated; not used to.
- ୩. ଅନଭ୍ୟାସ ଯୋଗୁଁ ବିସ୍ତୃତ କର୍ମ — ୩. (any act) Forgotten for want of exercise.