ଛାଲି
ଦେଖଣା
ଛାଲି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛଲ୍ଲୀ)
[ସମ୍ପାଦନା]- ୧. ଛେଲି; ବଳ୍କଳ — ୧. Bark of a tree.
- ୨. ଖଜରି ଗଛର ମୂଳ ପାଖେ ଥିବା ଡାଳର ମୂଳରେ ଥିବା ପତ୍ରର ଟାଣୁଆ କଣ୍ଟା —୨. Pointed hard thorns or spikes of date-leaves.
[ ଦ୍ର—ଏ ଲମ୍ୱ ଓ ମୁଲିଆ କଣ୍ଟାକୁ ଲୋକେ ଯିବା ଆସିବା କରୁ ଥିବା ଧାନ କିଆରି ଓ ପୋଖରୀରେ ଓ ବାଟରେ ଲୋକଙ୍କ ଯିବା ଆସିବା ଓ ସେ ବାଟେ ବନ୍ଦ କରିବା ପାଇଁ କ୍ଷେତ୍ର ସ୍ୱାମୀ ପୋତି ଦିଅନ୍ତି ]