Jump to content

ଛାଲ୍କିତି

ଉଇକିଅଭିଧାନ‌ରୁ

ଛାଲ୍କିତି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଡୁଡୁଖେଳରେ ଆକ୍ରମଣକାରୀ ବାଳକ ଅନ୍ୟ ପକ୍ଷର ସୀମା ମଧ୍ୟକୁ ଯାଇ 'ଛାଲ୍କିତିକିତି' ଉଚ୍ଚାରଣ କରୁ କରୁ ଅପର ପକ୍ଷର କୌଣସି ବାଳକକୁ ମାରିବା ଗୋଇଠା —A kick given by the aggressor-boy to a boy of the opposite party while going to the latter's limits.