ଛାଲ ଉତାରିବା
ଦେଖଣା
ଛାଲ ଉତାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛାଲ ଉତାରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଜୀବର ଦେହରୁ ଚମକୁ କାଢ଼ିବା — ୧. To ftay an animal; to skin.
- ୨. ଗଛରୁ ବକଳ ଛଡ଼ାଇବା — ୨. To bark a tree; to peel of the bark off a tree.
- ୩. ଚୋପା ଛଡ଼ାଇବା — ୩. To scrape or peel.
- ୪. ବହୁତ ପ୍ରହାର କରିବା — ୪. To thrash a person very severely.