Jump to content

ଛାୟାଗଣିତ

ଉଇକିଅଭିଧାନ‌ରୁ

ଛାୟାଗଣିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଗୋଟିଏ ଶଙ୍କୁ ପୋତି ତହିଁର ଛାୟାଦ୍ୱାରା ବିଷୁବ— ମଣ୍ଡଳର ଅବସ୍ଥିତି ନିର୍ଦ୍ଧାରଣପୂର୍ବକ ଗ୍ରହମାନଙ୍କ ଗତିଆଦି ନିର୍ଣ୍ଣୟ କରାଯିବା ଗଣିତ ଶାସ୍ତ୍ର —A branch of mathematics in which the monuments of the planets is ascertained by the shade cast on a dial.