Jump to content

ଛାୟାଗ୍ରହ

ଉଇକିଅଭିଧାନ‌ରୁ

ଛାୟାଗ୍ରହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଛାୟା=ପ୍ରତିବିମ୍ୱ+ଗ୍ରହ ଧାତୁ+କର୍ତ୍ତୃ. ଅ; ଯେ ବସ୍ତୁ ପ୍ରତିବିମ୍ୱ ଗ୍ରହଣ କରେ)

[ସମ୍ପାଦନା]

ଦର୍ପଣ; ଆଇନା —Mirror.