Jump to content

ଛାୟାଗ୍ରାହିଣୀ

ଉଇକିଅଭିଧାନ‌ରୁ

ଛାୟାଗ୍ରାହିଣୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]

ହନ୍ଦୁମାନ ସୀତାଙ୍କୁ ଠାବ କରିବାକୁ ଯିବାବେଳେ ସମୁଦ୍ରକୁ ଡ଼େଇଁ ଯିବାବେଳେ ସମୁଦ୍ର ଜଳରେ ପଡ଼ିବା ହନୁମାନ୍ର ଛାୟାକୁ ଧରି ହନୁମାନ୍କୁ ତଳକୁ ଝିଙ୍କି ଆଣିଥିବା ରାକ୍ଷସୀ — Name of a demoness who by her supernatural powers was able to drag down Hanuman from the sky by catching his reflection on the sea when he was leaping over it on his mission to search Sitā