ଛାୟାଚିତ୍ର
=== ସଂସ୍କୃତ - ବିଶେଷ୍ୟ -
(ଆଧୁନିକ ପ୍ରୟୋଗ) (ସାମନାରେ ଥିବା ମନୁଷ୍ୟଆଦିର ଛାୟା, କଳର କାଚଫଳକ ଉପରେ ପଡ଼ି ଚିହ୍ନି ରହୁଥିବାରୁ) ଆଲୋକଜନିତ ଛବି ଉଠାଇବା; ଫଟୋ ଗ୍ରାଫୀ —Photography.