Jump to content

ଛାୟାଦାନ

ଉଇକିଅଭିଧାନ‌ରୁ

ଛାୟାଦାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଛାୟା+ଦାନ)

[ସମ୍ପାଦନା]
୧. ଗ୍ରହାରିଷ୍ଟ ଶାନ୍ତି ପାଇଁ ଗୋଟିଏ ପାତ୍ରରେ ଘିଅ ବା ତେଲ ପୂର୍ଣ୍ଣ କରି ତହିଁରେ ଦାତାର ପ୍ରତିବିମ୍ୱ ପ୍ରତିଫଳିତ କରାଇବା ପରେ ଦକ୍ଷିଣା ସହିତ ଉକ୍ତ ଘୃତ ବା ତୌଳପୂର୍ଣ୍ଣ ପାତ୍ରର ଦାନ —୧. A gift consisting of giving away a pot filled in with ghee or oil to a Brāhmaṇa after having the doner's image reflected opn it.
୨. (ବୃକ୍ଷାଦି) ନିଜର ଛାୟାକୁ ପଥିକାଦିଙ୍କୁ ଉପକାରାର୍ଥ ସେମାନଙ୍କ ଉପରେ ପକାଇ ସେମାନଙ୍କୁ ଖରା ଆଦିରୁ ରକ୍ଷା କରିବା —୨. (a tree) Affording its shade to protect a warfarer from the rags of the sun.

(ଯଥା—ମାର୍ଗରେ ଥିବା ପତ୍ରବହୁଳ ବୃକ୍ଷ ଛାୟା ଦାନପୂର୍ବକ ପଥିକ ମାନଙ୍କୁ ଉପକୃତ କରୁ ଅଛନ୍ତି)