Jump to content

ଛାୟାନଟ

ଉଇକିଅଭିଧାନ‌ରୁ

ଛାୟାନଟ

ଉଚ୍ଚାରଣ

[ସମ୍ପାଦନା]

(ଛାୟାନଟ୍ଟ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ସଙ୍ଗୀତର ରାଗିଣୀବିଶେଷ — Name of a musical air

[ ଦ୍ର—ଏହା କେଦାରନଟ, କଲ୍ୟାଣ ନଟ ଆଦି ୯ଟି ରାଗର ଅନ୍ତର୍ଗତ ଅଟେ ଏହା ଛାୟା ଓ ନଟ ରାଗର ଯୋଗରେ ଉତ୍ପନ୍ନ; ଏଥିର ଅବରୋହଣରେ ତୀବ୍ର ମଧ୍ୟମ ଲାଗେ ଏଥିରେ ବାଦୀ ସ୍ୱର ସା ଓ ସଂବାଦୀ ସ୍ୱର ଗା ସଙ୍ଗୀତସାର ମତରେ ଏହା ସମ୍ପୂର୍ଣ୍ଣ ଜାତିର ରାଶ ଓ ଏଥିର ଗ୍ରହ, ନ୍ୟାସ ଓ ଅଂଶ ଆଦି ଧୈବତ ଅଟେ ଏହା ସଂନ୍ଧ୍ୟା ୧ ଦଣ୍ଡ ଠାରୁ ୫ ଦଣ୍ଡ ମଧ୍ୟରେ ଗେୟ ଏଥିର ସ୍ୱର—

ଲିପି—ଧାସ ସାରେ ଗାମା ପାଧାସା ନିଧା ପାମା ମା ମାରେ ଧା ଧା ପାମା ସାମା ମା ମା ମାରେ ଧାପା ସାମା ମାରେ ସାରେ ସା ସା ସା" (ହିନ୍ଦୀ - ଶବ୍ଦସାଗର)]