Jump to content

ଛାୟାପଥ

ଉଇକିଅଭିଧାନ‌ରୁ

ଛାୟାପଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ. କର୍ମଧାରୟ ସମାସ; ଛାୟାଯୁକ୍ତ ପଥ= ଛାୟା=ଦୀପ୍ତି+ପଥ)

[ସମ୍ପାଦନା]
୧. ଶୋଭାଯୁକ୍ତ ପଥ; ରାତିରେ ଦେଖାଯିବା ନକ୍ଷତ୍ରପୁଞ୍ଜପୂର୍ଣ୍ଣ ପଥ ପରି ପ୍ରତୀୟମାନ ନଭୋମଣ୍ଡଳସ୍ଥ ତିରଶ୍ଚୀନ ଅଂଶବିଶେଷ; ସ୍ୱର୍ଗଗଙ୍ଗା — The milkway; a bright belt seen accross the sky in clear nights.
୨. ଜ୍ୟୋତିଶ୍ଚକ୍ର ମଧ୍ୟବର୍ତ୍ତୀ ଅର୍ଦ୍ଧମଣ୍ଡଳକାର ପ୍ରଦେଶବିଶେଷ — ୨. A semicirular region in the zodical sphere.
୩. ଜ୍ୟୋତିଶ୍ଚକ୍ର ମଧ୍ୟବର୍ତ୍ତୀ ମଣ୍ଡଳାକାର ନକ୍ଷତ୍ରଶ୍ରେଣୀ — ୩. A galary of stars in the zodiacal circle.
୪. ଆକାଶ (ହିନ୍ଦୀ - ଶବ୍ଦସାଗର) —୪. The sky.