ଛାୟାପଦ
ଦେଖଣା
ଛାୟାପଦ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଛାୟା+ପଦ; ଛାୟା ଯାହାର ପଦ ସ୍ୱରୂପ ଅଟେ)
[ସମ୍ପାଦନା]ଖରା ପଡୂଥିବା ସ୍ଥାନରେ ୧୨: ଆଙ୍ଗୂଳ ଉଚ୍ଚ ଏକ ଶଙ୍କୁ ପୋତି ତହିଁର ଛାୟାଦ୍ୱାରା ଦିନର ସମୟ ନିରୂପଣ କରାଯିବା ପ୍ରାଚୀନକାଳର ଯନ୍ତ୍ରବିଶେଷ (ହିନ୍ଦୀ - ଶବ୍ଦସାଗର) —A sundial used in ancient India consisting of a pin as pan high.