Jump to content

ଛାୟାବାଜି

ଉଇକିଅଭିଧାନ‌ରୁ

ଛାୟାବାଜି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଆଧୂନିକ)

[ସମ୍ପାଦନା]
୧. କୁହୁକ; ଇନ୍ଦ୍ରଜାଲ — ୧. Magic.

ଚାହୁଁ ଚାହୁଁ ହେଲା ଛାୟାବାଜି ବତ ଗଭୀର କନ୍ଦରା ହ୍ରଦେ ପରିଣତ ରାଧାନାଥ, ନନ୍ଦକେଶ୍ୱରୀ

୨. ବାୟୋସ୍କୋପ୍ —୨. Bioscope.