ଛାୟାବେଦୀ
ଛାମୃଣ୍ଡିଆ; ଛାୟା ମଣ୍ଡପ —An awning made of branches put on a frame-work to protect a place from the rages of the sun.
ଦେଖିଲେ ଛାୟାବେଦୀ ମଧ୍ୟେ, ବରହିଁ ଅଛି କନ୍ୟା ସଧେ ଜଗନ୍ନଥ. ଭାଗବତ