Jump to content

ଛାୟାମୃଗ

ଉଇକିଅଭିଧାନ‌ରୁ

ଛାୟାମୃଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମଧ୍ୟପଦଲୋପୀ; ଛାୟାଜଳ୍ପିତ ମୃଗ)

[ସମ୍ପାଦନା]
୧. ଚନ୍ଦ୍ରଙ୍କଠାରେ ଦେଖାଯିବା ମୃଗ ତୁଲ୍ୟ ଛାୟା — ୧. The shady portion in the surface of the moon looking like a deer.
୨. ଅଶରୀରୀ ମୃଗ; ମାୟାମୃଗ — ୨. The ghost or sceptre of a deer.


[ଦ୍ରଷ୍ଟବ୍ୟ —ମାରୀଚ ଛାୟାମୃଗ ରୂପ ଧରି ରାମଚନ୍ଦ୍ରଙ୍କୁ ଭୁଲାଇ ନେଇ- ଯିବା ଅବସରରେ ରାବଣ ସୀତାଙ୍କୁ ହରଣ କଲା ]