Jump to content

ଛାୟାଯନ୍ତ୍ର

ଉଇକିଅଭିଧାନ‌ରୁ

ଛାୟାଯନ୍ତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଖରାର ଛାଇଦ୍ୱାରା ସମୟ ନିରୂପଣ କରାଯିବା ପ୍ରାଚୀନ ଭାରତରେ ବ୍ୟବହୃତ ଯନ୍ତ୍ରବିଶେଷ; ସୂର୍ଯ୍ୟଘଣ୍ଟା —The sundial of ancient India.

[ ଦ୍ର—ସୂର୍ଯ୍ୟସିଦ୍ଧାନ୍ତରେ ଏ ଯନ୍ତ୍ରରେ ଶଙ୍କୁ, ଧନ, ଚକ୍ର ଆଦି କେତେଗୁଡ଼ିଏ ଉପକରଣ ଏଥିରେ ବ୍ୟବହୃତ ହେବାର ଉପଦେଶ ଦିଆ ଯାଇଅଛି—ହିନ୍ଦୀ - ଶବ୍ଦସାଗର ]