ଛାୟାସାଇଁ
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛାୟା+ସ୍ୱାମୀ)
ସୂର୍ଯ୍ୟ — The sun.
ଆସିଲେ ଦେବତାଙ୍କୁ ଘେନି ଛାୟାସାଇଁ—କୃଷ୍ଣସିଂହ. ମହାଭାରତ. ବନ