Jump to content

ଛାୟା ବିପ୍ରତିପତ୍ତି

ଉଇକିଅଭିଧାନ‌ରୁ

ଛାୟା ବିପ୍ରତିପତ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଆୟୁର୍ବେଦର ପ୍ରକରଣବିଶେଷ — The title of a section of the Hindu Medical Science.

[ ଦ୍ର—ଏଥିରେ ରୋଗୀର କାନ୍ତି, ଆଭା ଓ ଚେଷ୍ଟାଆଦିର ପରିବର୍ତ୍ତନରୁ ରୋଗୀର ମୃତ୍ୟୁ ନିକଟପର୍ତ୍ତୀ ବା ରୋଗୀ ବଞ୍ଚିଯିବ ଏ ବିଷୟମାନ ଆଲୋଚିତ ହୋଇଅଛି—ହିନ୍ଦୀ - ଶବ୍ଦସାଗର ]