ଛିଆଁ
ଦେଖଣା
ଛିଆଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛିଦ୍ ଧାତୁ)
[ସମ୍ପାଦନା]- ୧. ଚାଞ୍ଚିବା; ହାଣିକରି (ନଡ଼ିଆରୁ) ଚୋପା ଛଡ଼ାଇବା; ଚୋବା ଛେଲିବା — ୧. Scraping or shoving off the ring (of a cocoanut) by cutting with a sharp instrument.
- ୨. (ସଂସ୍କୃତ - ଛାଦନ) ଘର ଛପର; ଘର ଛପର କରିବା; ଛୁଆଣି —୨. Thatching of a house; to thatch a house.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଚଞ୍ଚା ହୋଇଥିବା; ଛେଲା ହୋଇଥିବା — ୧. With the rind scraped off with a sharp instrument.
- ୨. ଯେ ଛପର କରେ; ଘର ଛପରକାରୀ —୨. Thatching.