ଛିଆଁ ଇବା
ଦେଖଣା
ଛିଆଁ ଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛିଆଇବା, ଛିଏଁଇବା, ଛେଇଁବାଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ସଂସ୍କୃତ - ଛିଦ ଧାତୁ) ଫଳ ଆଦି (ଯଥା— ନଡ଼ିଆ)ର ଚୋପୋ କଟୁରିଦ୍ୱାରା ଛେଲିବା; ଛେଇଁବା — ୧. To scrape off the rind of a fruit by a sharp instrument.
- ୨. (ସଂସ୍କୃତ - ଛଦ୍ ଧାତୁ) (ଘର) ଛପର କରିବା —୨. To thatch (a (house)
- ୩. ଚଉକିର ତଳାରେ ବେତ ବୁଣିବା — ୩. To bottom a chair.
- ୪. ତୋଲ ଆଦିରେ ଚମଡ଼ା ଛୁଆଣି କରିବା — ୪. To tie or bind the ends of a drum with leather.