Jump to content

ଛିଆଣି

ଉଇକିଅଭିଧାନ‌ରୁ

ଛିଆଣି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଛାଦନ)

[ସମ୍ପାଦନା]
୧. ଛପରବନ୍ଦି — ୧. Thatching.
୨. ଛାଆଣି (ଦେଖ) - ୨. Chhā-āṇi (See)

ବିଶେଷଣ -

[ସମ୍ପାଦନା]
୧. ଆବୃତ — ୧. Covered.

ନାଳକାନ୍ତମଣିର ଖଟ, ସୁନା ଛିଆଣି ହାତୀଦନ୍ତ ଖଟଖୁରା— ନୀଳକଣ୍ଠ ଦାସ, ପିଲାଙ୍କ ରାମାୟଣ

୨. ଛପରବନ୍ଦି ହୋଇଥିବା —୨. Thatched.