Jump to content

ଛିକାଇବା

ଉଇକିଅଭିଧାନ‌ରୁ

ଛିକାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଛିକେଇବା—ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - ଶଙ୍କା)

[ସମ୍ପାଦନା]

କୌଣସି କାର୍ଯ୍ୟ କରିବାକୁ (ନିଜର ମନ) ଦ୍ୱିଧା କରିବା; ମନ ଛକପକ ହେବା; କୁନ୍ଥକୁନ୍ଥ ହେବା —To hesitate.

ମୋ ମନଟା ଛକଉ ଥାଏ କଟକ ଯିବାକୁ ମନ ବଳୁ ନ ଥିଲା ଫକୀରମୋହନ, ଗଳ୍ପସ୍ୱଳ୍ପ