Jump to content

ଛିକାର

ଉଇକିଅଭିଧାନ‌ରୁ

ଛିକାର

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ଶୀତ୍କାର) ମୁଖରେ (ଜିହ୍ନା ଓ ଦନ୍ତଦ୍ୱାରା ଉଚ୍ଚାରିତା) ଅବ୍ୟକ୍ତ ଇସ୍ଇସ୍ ଶବ୍ଦ ଉଚ୍ଚାରଣ; ଇସ— ଇସ୍ ଶବ୍ଦ —୧. Hissing sound.
୨. (ସଂସ୍କୃତ - ଧିକ୍କାର)—ଧ୍ୱକ୍କାର ବଚନ — ୨. Contemptuous words.

ଦେଶଜ - ବିଶେଷଣ -

[ସମ୍ପାଦନା]

ତୁଚ୍ଛ; ଘୃଣାକର; ଧ୘୍କାରଯୁକ୍ତ — Scornful; contemning; contemptuous.

(ଯଥା—ମୁଁ ତୋର ଏତେ ଛିକାର ବଚନ ସହି ପାରିବି ନାହିଁ)