Jump to content

ଛିକ୍କର

ଉଇକିଅଭିଧାନ‌ରୁ

ଛିକ୍କର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଛିକ୍=ଅନୁକରଣ ଧ୍ୱନି+କୃ ଧାତୁ+କର୍ତ୍ତୃ. ଅ; ଏହା ଛିକ୍ ଛିକ୍ ଧ୍ୱନି କରୁ ଥିବାରୁ)

[ସମ୍ପାଦନା]

ଏକପ୍ରକାର ମ଼ୃଗ —A species of deer.

[ ଦ୍ର—ଏହା ହରିଣ ଅପେକ୍ଷା ଦ୍ରୁତଗାମୀ, ବୃହତ୍ସଂହିତା ମତରେ ମନୁଷ୍ୟ କୌଣସି ଶୁଭକର୍ମାର୍ଥ ଅନୁକୂଳ କରିବା ବେଳେ ଏ ମୃଗର ଡାହାଣ ପାଖେ ଗଲେ ଶୁଭ ହୁଏ—ହିନ୍ଦୀ - ଶବ୍ଦସାଗର ]