ଛିଗୁଲା
ଦେଖଣା
ଛିଗୁଲା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଶ୍ଳେଷ ବା ବ୍ୟଙ୍ଗଯୁକ୍ତ ତିରସ୍କାର — ୧. Ironical rebuke; gibe; jeer.
- ୨. ଘୃଣାବ୍ୟଞ୍ଜକ ଦୁର୍ନାମ — ୨. Contemptuous imputation; innuendo.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଶ୍ଳେଷ ବା ବ୍ୟଙ୍ଗଯୁକ୍ତ (ବଚନ) — ୧. Ironical (words).
- ୨. ଘୃଣାବ୍ୟଞ୍ଜକ —୨. Indicating contempt.