Jump to content

ଛିଗୁଲାଇବା

ଉଇକିଅଭିଧାନ‌ରୁ

ଛିଗୁଲାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଛିଗୁଲେଇବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଉପହାସ ବା ବ୍ୟଙ୍ଗ କରି ତିରଷ୍କାର କରିବା —୧. To administer ironical rebuke; to jeer.
୨. ଛିଛା କରି କହିବା — ୨. To address in contemptuous language.