Jump to content

ଛିଙ୍କ

ଉଇକିଅଭିଧାନ‌ରୁ

ଛିଙ୍କ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛିକ୍କା)

[ସମ୍ପାଦନା]

କ୍ଷୁତ; ନାସିକାରୁ ହଠାତ୍ ଜୋର୍ ସହିତ ବାହାରିବା ଶବ୍ଦ —Sneeze.

ଛିଙ୍କରୁ ଜାତ ହେବା ଯୋଗୁଁ କ୍ଷୁପ ନାମ ବହି ହୋଇଲେ ପ୍ରଜାପତି ନରୋତ୍ତମ କୃଷ୍ଣସିଂହ. ମହାଭାରତ ଶାନ୍ତି