Jump to content

ଛିଙ୍କଇ ପଡ଼ିଲା

ଉଇକିଅଭିଧାନ‌ରୁ

ଛିଙ୍କଇ ପଡ଼ିଲା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଛିଙ୍କ ପଡ଼ିଲା, ଛିଙ୍କେଇ ପଡ଼ିଲାଅନ୍ୟରୁପ

ଦେଶଜ - ଅ

[ସମ୍ପାଦନା]

ଛିଙ୍କିବା ଲୋକର ମଙ୍ଗଳ ହେଉ — A sentence used on sneezing, indicating:-Let weal happen to the sneezer.

[ଦ୍ରଷ୍ଟବ୍ୟ —ନାକ ମଧ୍ୟର ଝିଲ୍ଲୀ କୌଣସି କାରଣରୁ ଉତ୍ତେଜିତ ହେଲେ, ଶରଦ ହେଲେ ବା ନାସ ଶୁଙ୍ଘିଲେ ନାକ ଓ ପାଟିବାଟେ ଗୁଡ଼ିଏ ପବନ ଭିତରକୁ ଟାଣି ହୋଇଯାଇ ଉଚ୍ଚୈଃସ୍ୱର ଓ ବେଗ ସହିତ ତାହା ନାକ ଓ ପାଟିବାଟେ ବାହାରେ; ଏହାକୁ ଛିଙ୍କ କହନ୍ତି ଛିଙ୍କ ସଙ୍ଗେ ବେଳେବେଳେ ଛେପ ଓ ଶ୍ଳେଷ୍ମା ମଧ୍ୟ ବାହାରି ପଡ଼େ କୌଣସି କାର୍ଯ୍ୟ ଆରମ୍ଭ କଲାବେଳେ ଛିଙ୍କିବା ଅଶୁଭସୂଚକ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି ଓ ସେତେବେଳେ 'ଶତଂଜୀବ' 'ଚିରଂଜୀବ' ବୋଲି କହି ସେ ଅଶୁଭ ନିବାରଣ କରନ୍ତି ଏ ବିଶ୍ୱାସ ପ୍ରାଚୀନ ଗ୍ରୀକ୍, ରୋମାନ୍ ଓ ଇହୁଦିମାନଙ୍କ ମଧ୍ୟରେ ଥିଲା ପାଶ୍ଚାତ୍ୟ ମାନଙ୍କ ମଧ୍ୟରେ ମଧ୍ୟ ଅବଧି ଏ ବିଶ୍ୱାସ ଅଛି; ସେମାନଙ୍କ ମଧ୍ୟରେ କେହି ଛିଙ୍କିଲେ ପାଖରେ ଥିବା ଲୋକେ କହନ୍ତି"ଈଶ୍ୱର ମଙ୍ଗଳ କରନ୍ତୁ"—ହିନ୍ଦୀ - ଶବ୍ଦସାଗର]