Jump to content

ଛିଙ୍ଗ୍ଲିବା

ଉଇକିଅଭିଧାନ‌ରୁ

ଛିଙ୍ଗ୍ଲିବା

ଉଚ୍ଚାରଣ

[ସମ୍ପାଦନା]

(ଛିଙ୍ଗ୍ଲି ଯିବା—ଅନ୍ୟରୂପ)

ପ୍ରାଦେଶିକ - (ସମ୍ୱଲପୁର) କ୍ରି.

[ସମ୍ପାଦନା]
୧. ଚାଲିବା; ଗତିକରିବା — ୧. To move; to walk.
୨. ଇତସ୍ତତଃ ଗତି କରିବା —୨. To move about.

(ଯଥା—ଏତେ ଭିଡ଼ରେ ଛଙ୍ଗ୍ଲିବା ମୁସକିଲ୍)

୩. ବିସ୍ତୃତ ହେବା; ଖେଦି ଯିବା; ବ୍ୟାପିବା —୩. To spread about; to be diffused throughout.

(ଯଥା—ପାଣି କାହିଁ ଛିଙ୍ଗ୍ଲିଗଲାଣି)