ଛିଚୁକୁଟା
ଗାଳିମନ୍ଦ; ଫଜତ୍ — Rebukes; abuses.
(ଯଥା—ତାକୁ ମୋ ଧାର ଟଙ୍କା ମାଗି ଯିବାରୁ ସେ ମୋତେ ଅନେକ ଛିଚୁକୁଟା କରି କହିଲା)