Jump to content

ଛିଞ୍ଚଡ଼ା

ଉଇକିଅଭିଧାନ‌ରୁ

ଛିଞ୍ଚଡ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସିଚ ଧାତୁ)

[ସମ୍ପାଦନା]
୧. (ବର୍ଷାଜଳ) ଛାଟିବା; ଛାଟ; ବର୍ଷାବିନ୍ଦୁର ତିର୍ଯ୍ୟକ ପତନ — ୧. Raining in a slanting manner.
୨. ଛିଞ୍ଚାଡ଼ିବା — ୨. Sprinkling or splashing with water.
୩. ମୃତ ଛେଳିମେଣ୍ଢାଙ୍କ ପେଟର ଅନ୍ତ୍ରାଦି (ଯାହା ପୋଷା କୁକୁରଙ୍କୁ ଖାଇବାକୁ ଦିଆଯାଏ) —୩. The entrails of a sheep or goat killed (which is used to feed domestic dogs).

ବିଶେଷଣ -

[ସମ୍ପାଦନା]
୧. ସିକ୍ତ —୧. Sprinkled; splashed.
୨. ଇତସ୍ତତଃ ବିକ୍ଷିପ୍ତ —୨. Scattered; strewn.