ଛିଞ୍ଚା
ଦେଖଣା
ଛିଞ୍ଚା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ସେଚନ)
[ସମ୍ପାଦନା]- ୧. ଜଳସେଚନ — ୧. Sprinkling with water.
- ୨. କୌଣସି କ୍ଷୁଦ୍ର ବସ୍ତୁକୁ ପତଳା କରି ବିଛାଇବା — ୨. To lay smal articles in thin layers one over the other.
- ୩. (ପାନବରଜୀଙ୍କ ଭାଷା) ପାନବରଜର ତାଟିର ତଳେ ଓ ଉପରେ ଦିଆ ଯାଇଥିବା କାଣ୍ଡଶର — ୩. Reeds put over reed-screens.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ସିକ୍ତ —୧. Sprinkled.
- ୨. ବୁଣା ନ ହୋଇଥିବା (ବନାତ); ଲୋମରାଶି ଉପର୍ଯ୍ୟୁପରି ଛିଞ୍ଚାହୋଇ ଚାପ ଦିଆଯିବାଦ୍ୱାରା ପ୍ରସ୍ତୁତ (ବନାତ) — ୨. (broad-cloth) Not woven but prepared by pressing thin layers of wool together into a compact mass.