Jump to content

ଛିଞ୍ଚାଡ଼ିବା

ଉଇକିଅଭିଧାନ‌ରୁ

ଛିଞ୍ଚାଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ସଂସ୍କୃତ - ସଂଚାଳନ)—ଇତସ୍ତତଃ ସଂଚାଳନ କରିବା; ଜୋରରେ ହଲାଇବା; ବଳପୂର୍ବକ ଛାଟିବା (ଯଥା—ହାତଗୋଡ଼) — ୧. To throw or move on all sides (e.g. one's arms and legs).


୨. (ସଂସ୍କୃତ - କ୍ଷିପ୍ତ କରଣ. ପ୍ରା. ଛିତ୍ତରଣ) ଫିଙ୍ଗିବା; ଇତସ୍ତତଃ ବିକ୍ଷିପ୍ତ କରିବା — ୨. To scatter about.

କୋଳରୁ ସୀତାଙ୍କୁ ଛିଞ୍ଚାଡ଼ି ପକାଇଲା ଶୂଳ ଧରି ରାମଙ୍କ ଉପରେ ଧାଇଁଲା କୃଷ୍ଣସିଂହ. ମହାଭାରତ. ବନ