Jump to content

ଛିଞ୍ଚା ଆଉଁସା

ଉଇକିଅଭିଧାନ‌ରୁ

ଛିଞ୍ଚା ଆଉଁସା

ଉଚ୍ଚାରଣ

[ସମ୍ପାଦନା]

(ଛଞ୍ଚା ଘଷା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସେଚନ+ଆମର୍ଷଣ; ସହଚର)

[ସମ୍ପାଦନା]

ମୂର୍ଚ୍ଛିତ ବା ସଂଜ୍ଞାରହିତ ବ୍ୟକ୍ତିକୁ ଚେତା କରାଇବା ସକାଶେ କରାଯିବା ଜଳସେଚନ ଓ ଅଙ୍ଗ— ମଞ୍ଚାଳନ —Sprinkling of water on and rubbing of the limbs of a senseless person to restore him to senses.